অর্থ : କୌଣସି ବସ୍ତୁ ବା ବିଷୟକ ଏପରି ଗୂଢ଼ ବର୍ଣ୍ଣନା ଯାହାକୁ ଆଧାରକରି ଉତ୍ତର ଦେବା ବା ସେହି ବସ୍ତୁର ନାମ କହିବାପାଇଁ ବହୁତ ଚିନ୍ତା କରିବାକୁ ପଡ଼େ
							উদাহরণ : 
							ସେ ଗୋଲକଧନ୍ଦାରେ ପକଉଛି
							
সমার্থক : ପ୍ରହେଳୀ
অন্য ভাষালৈ অনুবাদ :
অর্থ : ଯେଉଁ ଚକ୍ରାକାର ବାସ୍ତୁରଚନାରେ ଲୋକ ଏଭଳି ଭୁଲିଯାଏ ଯେ ସେ ଶୀଘ୍ର ତାର ଠିକଣା ଜାଗାରେ ପହଞ୍ଚିପାରେ ନାହିଁ
							উদাহরণ : 
							ଆମ୍ଭେମାନେ ଲକ୍ଷ୍ନୌରେ ଗୋଲକଧନ୍ଦା ଦେଖିଲୁ
							
অন্য ভাষালৈ অনুবাদ :
वह चक्करदार वास्तु-रचना जिसमें आदमी इस प्रकार भूल जाता है कि जल्दी ठिकाने पर नहीं पहुँच सकता।
हम लोगों ने लखनऊ की भूल भूलैया देखी।অর্থ : ଶୀଘ୍ର ମୁକ୍ତି ମିଳୁ ନଥିବା ଝିଞ୍ଜଟ ବା ଗୋଳମାଳ
							উদাহরণ : 
							ହେ ଭଗବାନ ମୁଁ ଏ କି ଗୋଲକଧନ୍ଦାରେ ପଶି ଯାଇଛି
							
অন্য ভাষালৈ অনুবাদ :
ऐसा झंझट या बखेड़ा जिससे जल्दी छुटकारा न मिले।
घर-गृहस्थी भी एक गोरखधंधा है।