অর্থ : ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ
							উদাহরণ : 
							ଥାନାବାବୁ ଆଜି ଚୌଛକି ଉପରେ ଜଣେ ଗୁଣ୍ଡାକୁ ଧରିପକାଇଲେ  ଏହି ଅଞ୍ଚଳରେ ଦାଦାମାନଙ୍କର ଦାଦାଗିରି ବଢ଼ିଯାଉଛି
							
অন্য ভাষালৈ অনুবাদ :
অর্থ : ଖାଦ୍ୟ ବା ପାନୀୟ ପଦାର୍ଥର ଗୋଟିଏ ଭିନ୍ନ ମାତ୍ରା ଯାହା ଭୋଜନର ଏକ ଭାଗ ରୂପେ ଗ୍ରହଣ କରାଯାଏ
							উদাহরণ : 
							ତା ହେଲ୍ପିଙ୍ଗ ମୋ ହେଲ୍ପିଙ୍ଗଠାରୁ ବଡ଼
							
অন্য ভাষালৈ অনুবাদ :