অর্থ : ଗୁଣୀ ଗାରେଡି କରୁଥିବା ତଥା ବିଷ ନାଶକ ଔଷଧ ବିକ୍ରି କରୁଥିବା ଲୋକ
							উদাহরণ : 
							ମୁଁ କୌଣସି ଗୁଣିଆର ଫାନ୍ଦରେ ପଡିବାର ଲୋକ ନୁହେଁ
							
অন্য ভাষালৈ অনুবাদ :
जादू-टोना करने वाला तथा विष नाशक औषधियाँ बेचने वाला व्यक्ति।
मैं किसी गारुड़िक के चक्कर में नहीं पड़ने वाली हूँ।অর্থ : ଯେ କୁହୁକ ବା ଯାଦୁ କରନ୍ତି
							উদাহরণ : 
							ଗାଁରେ ଆଜି ବି ଲୋକେ ଗୁଣିଆମାନଙ୍କ ପ୍ରତି ସାବଧାନ ରହନ୍ତି
							
অন্য ভাষালৈ অনুবাদ :
One who practices magic or sorcery.
magician, necromancer, sorcerer, thaumaturge, thaumaturgist, wizard