অর্থ : ଚକି ଆଦିରେ ପେଷିବା ସମୟରେ ଖାଦ୍ୟଶସ୍ୟ ଭର୍ତ୍ତି କରିବାପାଇଁ ହୋଇଥିବା ଛିଦ୍ର
							উদাহরণ : 
							ଏହି ଘୋରଣା ଗାତ ଭାରି ଚଉଡ଼ା
							
অন্য ভাষালৈ অনুবাদ :
অর্থ : କୌଣସି ଭବନର ମହଲା ମଧ୍ୟ ଦେଇ ରହିଥିବା ଖାଲିସ୍ଥାନ
							উদাহরণ : 
							ଶିଡ଼ି ତିଆରି କରିବାପାଇଁ ନୂଆ ଭବନରେ ଗାତ ଛଡ଼ାଯାଇଛି
							
অন্য ভাষালৈ অনুবাদ :
An open shaft through the floors of a building (as for a stairway).
wellঅর্থ : ଗଭୀର ତଳ ବା ସ୍ଥାନ
							উদাহরণ : 
							ଜଣେ ଅନ୍ଧ ବ୍ୟକ୍ତି ଗାତରେ ପଡ଼ିଗଲା
							
অন্য ভাষালৈ অনুবাদ :