অর্থ : ଶରୀରର ଥୋମଣିର ତଳ ଏବଂ କାନ୍ଧ ଉପରର ଅଗ୍ର ଭାଗ
							উদাহরণ : 
							ପୁରୁଷମାନଙ୍କ ଗଳାରେ ଘଣ୍ଟି ଦେଖାଯାଏ
							
সমার্থক : କଣ୍ଠ
অন্য ভাষালৈ অনুবাদ :
অর্থ : ଗଳାରେ ଥିବା ନଳି ଯାହାଦ୍ୱାରା ଭୋଜନ ପେଟକୁ ଯାଏ ଏବଂ ଯେଉଁଥିରୁ ସ୍ୱର ବାହାରେ
							উদাহরণ : 
							ସମୁଦ୍ର ମନ୍ଥନରୁ ବାହାରିଥିବା ବିଷ ପିଇବାରୁ ଭଗବାନ ଶିବଙ୍କ କଣ୍ଠ ନୀଳ ହୋଇଗଲା
							
সমার্থক : କଣ୍ଠ
অন্য ভাষালৈ অনুবাদ :