অর্থ : ହାତୀର ଗର୍ଜନ
							উদাহরণ : 
							ହାତୀଶାଳାରେ ବନ୍ଧା ହୋଇଥିବା ହାତୀମାନେ ଗର୍ଜନ କରୁଥିଲେ
							
সমার্থক : ଦୀର୍ଘ ଚିତ୍କାର କରିବା
অন্য ভাষালৈ অনুবাদ :
অর্থ : ସିଂହଆଦି ଜନ୍ତୁମାନେ ଘୋର ଶବ୍ଦ କରିବା
							উদাহরণ : 
							କିଛି ସମୟ ପୂର୍ବରୁ ସିଂହ ଏଠାରେ ଗର୍ଜନ କରୁଥିଲା
							
সমার্থক : ଗରଜିବା, ହେଣ୍ଟାଳିବା
অন্য ভাষালৈ অনুবাদ :
सिंह, बाघ आदि जंतुओं का घोर शब्द करना।
कुछ देर पहले यहाँ सिंह गरज रहा था।অর্থ : ସାପ ଫଁ ଫଁ କରିବା
							উদাহরণ : 
							ନାଗ ଫଣା ଟେକି ଫଁ ଫଁ ହେଲା
							
সমার্থক : ଫଁ ଫଁ କରିବା, ଫଁ ଫଁ ହେବା, ଫୁତ୍କାର କରିବା, ଫୁଫୁକାର କରିବା
অন্য ভাষালৈ অনুবাদ :
অর্থ : ଯୋରରେ କହିବା
							উদাহরণ : 
							ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
							
সমার্থক : ଚିତ୍କାର କରିବା, ଚିଲ୍ଲାଇବା, ରଡ଼ି କରିବା
অন্য ভাষালৈ অনুবাদ :