অর্থ : ଯେଉଁଥିରେ ପ୍ରବାହ ଅଛି ବା ଯାହା ବହିଚାଲିଛି
							উদাহরণ : 
							ପ୍ରବାହିତ ଜଳରେ ରୋଗଜୀବାଣୁ ବଢ଼ିପାରନ୍ତି ନାହିଁ
							
সমার্থক : ଗତିମାନ, ପ୍ରବାହମାନ, ପ୍ରବାହଶୀଳ, ପ୍ରବାହିତ, ବହିଯାଉଥିବା
অন্য ভাষালৈ অনুবাদ :
অর্থ : ଯାହାର ଗତି ଅଛି ବା ଯେ ଚଳମାନ
							উদাহরণ : 
							ଯନ୍ତ୍ରଟି ଗତିଶୀଳ ଅବସ୍ଥାରେ ଅଛି  ସମୟ ସବୁବେଳେ ଗତିଶୀଳ
							
সমার্থক : ଅବିରାମ, ଗତିପୂର୍ଣ୍ଣ, ଗତିବାନ୍, ଚଳଚଞ୍ଚଳ, ଚଳମାନ୍
অন্য ভাষালৈ অনুবাদ :