অর্থ : କାଟି ଅଲଗା କରିବା
							উদাহরণ : 
							ମୂର୍ତ୍ତିକାର ମୂର୍ତ୍ତି ତିଆରି କରିବାପାଇଁ ପଥର ଖୋଦେଇ କରୁଛି
							
সমার্থক : ଖୋଦନକରିବା, ଖୋଦେଇ କରିବା
অন্য ভাষালৈ অনুবাদ :
অর্থ : ଉପର ମାଟି ବାହାରକରି ଗାଡ଼ କରିବା
							উদাহরণ : 
							କୃଷକ ନିଜ ଜମିରେ କୁଅ ଖୋଳୁଛି
							
সমার্থক : ଖନନ କରିବା
অন্য ভাষালৈ অনুবাদ :
অর্থ : କୌଣସି ବିଶେଷ ରୂପ ଦେବାପାଇଁ କଟାକଟି କରିବା
							উদাহরণ : 
							ମୂର୍ତ୍ତିକାର ଶଙ୍ଖମଲମଲ ପଥରକୁ ଖୋଦେଇକରୁଛି
							
সমার্থক : ଖୋଦନକରିବା, ଖୋଦେଇକରିବା
অন্য ভাষালৈ অনুবাদ :