অর্থ : ନୀଳର ଦ୍ୱିତୀୟ ଫସଲ ଯାହା ନୀଳ କଟା ଗଲାପରେ ସେହି ଗଛରୁ ଉତ୍ପନ୍ନ ହୁଏ
							উদাহরণ : 
							ଏଥର ଖୁଣ୍ଟାରୁ ମଧ୍ୟ ଭଲ ନୀଳ ଅମଳ ହୋଇଛି
							
অন্য ভাষালৈ অনুবাদ :
অর্থ : ଗଛର କଟାହୋଇଥିବା ଯେଉଁ ଶୁଖିଲା କାଣ୍ଡର ମୂଳ ମାଟିରେ ଲାଗିଥାଏ
							উদাহরণ : 
							ମୋ ପାଦରେ ହରଡ଼ ଖୁଣ୍ଟା ପସିଗଲା
							
অন্য ভাষালৈ অনুবাদ :
অর্থ : ଖିଅର ହେଲାପରେ ରହିଯାଉଥିବା କେଶର ତୀକ୍ଷ୍ଣ ଅଙ୍କୁର
							উদাহরণ : 
							ଦାଢି ଖିଅର ହେବାର ଦିନକ ପରେ ରୁଢ ବାହାରିବା ଆରମ୍ଭ ହୋଇଯାଏ
							
সমার্থক : ରୁଢ
অন্য ভাষালৈ অনুবাদ :
मूड़ने के पश्चात बचे बालों के कड़े अंकुर।
दाढ़ी बनाने के एक दिन बाद खूँटी दिखना शुरु हो जाती है।Short stiff hairs growing on a man's face when he has not shaved for a few days.
stubble