অর্থ : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା
							উদাহরণ : 
							କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି
							
সমার্থক : ଉଖାଡ଼ି ଯିବା, ପୃଥକ ହେବା, ବାହାରି ଯିବା
অন্য ভাষালৈ অনুবাদ :
অর্থ : ଚୁପ୍ହୋଇ ଚାଲିଯିବା
							উদাহরণ : 
							ସେ ମୋ ପଇସା ନେଇ ଖସିଗଲା
							
অন্য ভাষালৈ অনুবাদ :
অর্থ : ଚିକ୍କଣ ହେବା କାରଣରୁ କୌଣସି ବସ୍ତୁ ନିଜ ସ୍ଥାନରେ ରହି ନପାରିବା
							উদাহরণ : 
							ରାସ୍ତାରେ ଚାଲିବା ସମୟରେ ମୋ ଗୋଡ଼ ଖସିଗଲା ଓ ମୁଁ ପଡ଼ିଗଲି
							
সমার্থক : ଖସରି ପଡ଼ିବା, ପଡ଼ିଯିବା
অন্য ভাষালৈ অনুবাদ :
অর্থ : ପାସ୍ କରିବା
							উদাহরণ : 
							ମୁଁ ତିନିଟା ପେପରରେ ତ ଖସିଯିବି, କିନ୍ତୁ ଚତୁର୍ଥଟା ବିଷୟରେ କିଛି କହିପାରୁନି
							
সমার্থক : ଉତ୍ତୀର୍ଣ୍ଣହେବା, ପାସ୍ କରିବା
অন্য ভাষালৈ অনুবাদ :