অর্থ : କାମରେ ଆସିବା ବା ଲାଗିବା
							উদাহরণ : 
							ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
							
সমার্থক : ଦରକାର ହେବା, ବ୍ୟବହାର ହେବା, ଲାଗିବା
অন্য ভাষালৈ অনুবাদ :
অর্থ : କୌଣସି କାମ ପୂରା କରିବା ନିମନ୍ତେ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଦିଆଯାଉଥିବା ଧନ
							উদাহরণ : 
							ଆଜି ମଜୁରୀରେ ଶହେ ଟଙ୍କା ଖର୍ଚ୍ଚହେଲା
							
সমার্থক : ଖର୍ଚ୍ଚହୋଇଯିବା, ବ୍ୟୟହେବା
অন্য ভাষালৈ অনুবাদ :