অর্থ : ଯେଉଁ ବହୁତ ବଡ଼ ଚୁଲି ଉପରେ ଆଖୁ ରସକୁ ରାନ୍ଧି ଗୁଡ଼ ପ୍ରସ୍ତୁତ କରାଯାଏ
							উদাহরণ : 
							ରାମଧାରୀ ଖନ୍ଦାଉପରେ ବସିଥିବା କଡ଼େଇରେ ଆଖୁ ରସ ଢାଳୁଛି
							
সমার্থক : ବଡ଼ଚୁଲି
অন্য ভাষালৈ অনুবাদ :
অর্থ : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ
							উদাহরণ : 
							ସେ ଚୁଲିରେ ଚା’ ବସେଇଛି
							
সমার্থক : ଚୁଲା, ଚୁଲି, ରନ୍ଧନଗର୍ତ୍ତ
অন্য ভাষালৈ অনুবাদ :