অর্থ : ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
							উদাহরণ : 
							ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
							
সমার্থক : ବେଣ୍ଟ
অন্য ভাষালৈ অনুবাদ :
অর্থ : ଆଞ୍ଚ ଉପରେ ବସାଯାଉଥିବା ଧାତୁ ଆଦିର ବଡ଼ ଗୋଲ ପାତ୍ର
							উদাহরণ : 
							କୃଷକମାନେ ଗୁଡ଼ ତିଆରିପାଇଁ ଆଖୁରସକୁ କଡ଼ାରେ ପକଉଛନ୍ତି
							
সমার্থক : ବଡ଼କରେଇ
অন্য ভাষালৈ অনুবাদ :
অর্থ : ଯାହା ଚିକଣିଆ ନାହିଁ
							উদাহরণ : 
							ଭଜା କମ ହେବା କାରଣରୁ ତରକାରି କଡ଼ା ହୋଇଗଲା
							
অন্য ভাষালৈ অনুবাদ :
অর্থ : ଯାହାର ପ୍ରକୃତି କୋମଳ ନୁହେଁ
							উদাহরণ : 
							ଆମ ବାପା ବହୁତ କଡ଼ା ପ୍ରକୃତିର
							
অন্য ভাষালৈ অনুবাদ :