অর্থ : କୌଣସି ବସ୍ତୁର ଗୁଣ, ତତ୍ତ୍ୱଆଦିରେ କମ୍ ହେବା
							উদাহরণ : 
							ଏହି ସେୟାରର ଦାମ ଅବିଛିନ୍ନ ଭାବେ କମି ଯାଉଛି  ଅବିଛିନ୍ନ ଭାବେ ଚାଲୁଥିବା କାରଣରୁ ପ୍ରାକୃତିକ ଶକ୍ତି ହ୍ରାସ ହୋଇଚାଲିଛି
							
সমার্থক : କମି ଯିବା, କମ୍ ହେବା, ହ୍ରାସ ହେବା
অন্য ভাষালৈ অনুবাদ :
किसी वस्तु के गुणों, तत्वों आदि में कमी होना।
इन शेयरों के दाम लगातार कम हो रहे हैं।অর্থ : ଶରୀର କ୍ଷୀଣ ହେବା
							উদাহরণ : 
							ସେ ଧିରେଧିରେ ଦୁର୍ବଳ ହେଉଛି
							
সমার্থক : ଦୁର୍ବଳ ହେବା, ଶୁଖି ଯିବା
অন্য ভাষালৈ অনুবাদ :
शरीर का क्षीण होना।
वह धीरे-धीरे दुबला रहा है।