অর্থ : ଯେଉଁ ଯାଗାରେ ସରକାରଙ୍କ ତରଫରୁ ନ୍ୟାୟାଧୀଶଙ୍କଦ୍ୱାରା ମକଦମାର ଶୁଣାଣିକରି ନ୍ୟାୟ ଦିଆଯାଏ
							উদাহরণ : 
							ନ୍ୟାୟାଳୟରେ ପଣ୍ଡିତମାନଙ୍କୁ ନ୍ୟାୟ ନମିଳିଲେ ଏହା ସଭ୍ୟ ସମାଜପାଇଁ କଳଙ୍କର କଥା
							
অন্য ভাষালৈ অনুবাদ :
वह जगह जहाँ सरकार की ओर से न्यायाधीशों के द्वारा मुक़दमों की सुनवाई करके न्याय किया जाता है।
न्यायालय में पीड़ितों को न्याय न मिले तो यह सभ्य समाज के लिए कलंक की बात है।অর্থ : କୌଣସି ଶାସକ ଅବା ରାଜକୁମାରଙ୍କ ପରିବାର ବା ଅନୁଚରବର୍ଗ
							উদাহরণ : 
							ରାଜଦରବାରରେ ସମସ୍ତ ଲୋକ ଏହି ସମାରୋହରେ ଭାଗ ନେଇଛନ୍ତି
							
অন্য ভাষালৈ অনুবাদ :
অর্থ : ଶାସକ ଅବା ତାଙ୍କର ସମର୍ଥକ ଯାହାଙ୍କ ହାତରେ କୌଣସି ରାଜ୍ୟର ପ୍ରଶାସନ ରହିଥାଏ
							উদাহরণ : 
							ରାଜଦରବାର ଜନତାଙ୍କ ଲାଗି ଗୋଟିଏ ଅଧିସୂଚନା ଜାରି କଲା
							
অন্য ভাষালৈ অনুবাদ :
অর্থ : ନ୍ୟାୟ ଦେଉଥିବା ସଭା
							উদাহরণ : 
							ନ୍ୟାୟାଳୟ ତାକୁ ଅଭିଯୋଗରୁ ମୁକ୍ତ କରିଦେଲା
							
সমার্থক : ଅଦାଲତ, କଚେରି, ନ୍ୟାୟସଭା, ନ୍ୟାୟାଳୟ, ବେଂଚ, ବେଞ୍ଚ
অন্য ভাষালৈ অনুবাদ :
वह सभा जो न्याय करती है।
न्यायालय ने उसे बरी कर दिया है।An assembly (including one or more judges) to conduct judicial business.
court, judicature, tribunal