অর্থ : ପାଟି ସଫା କରିବା ନିମନ୍ତେ ସେଥିରେ ପାଣି ନେଇ ଏପଟ ସେପଟ କରି ଫୋଫାଡ଼ିବା କ୍ରିୟା
							উদাহরণ : 
							ଖାଇବା ପରେ ଆମେ ଭଲ ଭାବରେ କୁଳି କରିବା ଆବଶ୍ୟକ
							
সমার্থক : କୁଳା, କୁଳୁକୁଞ୍ଚା
অন্য ভাষালৈ অনুবাদ :
অর্থ : ମୁହଁ ସଫା କରିବା ପାଇଁ ମୁହଁରେ ଭର୍ତ୍ତି କରି ହଲା ଯାଉଥିବା ପାଣି
							উদাহরণ : 
							କୁଳୁକୁଞ୍ଚା ଢୋକିବା ଉଚିତ ନୁହେଁ
							
সমার্থক : କୁଳୁକୁଞ୍ଚା
অন্য ভাষালৈ অনুবাদ :