অর্থ : କୌଣସି ରୋଗ ଆଦିର ନିୟମିତ କୁପ୍ରଭାବ ପଡ଼ିବା ବା ଆକ୍ରମଣ ହେବା
							উদাহরণ : 
							ଅନେକ ଆଗରୁ ଆମ ଗାଆଁରେ ଥରେ ହଇଜାର ପ୍ରକୋପ ପଡ଼ିଥିଲା
							
সমার্থক : ଆକ୍ରମଣ ହେବା, ପ୍ରକୋପ ପଡ଼ିବା, ପ୍ରକୋପ ହେବା, ବ୍ୟାପିବା
অন্য ভাষালৈ অনুবাদ :
किसी रोग आदि का लगातार कुप्रभाव होना या आक्रमण होना।
बहुत पहले हमारे गाँव में एकबार हैजे का प्रकोप हुआ था।