অর্থ : କାଠ, ମାଟି, ପଥରଆଦିରେ ପାଣିରଖିବା ନିମନ୍ତେ ତିଆରି ହୋଇଥିବା ଗଭୀର ପାତ୍ର
							উদাহরণ : 
							କୁଣ୍ଡଟି ପାଣିରେ ଭର୍ତ୍ତି ହୋଇଛି
							
অন্য ভাষালৈ অনুবাদ :
অর্থ : ଜଳସେଚନପାଇଁ କୂଅରୁ ପାଣି ବାହାର କରିବାର ଏକ ପାତ୍ର
							উদাহরণ : 
							କୃଷକ କୁଣ୍ଡଦ୍ୱାରା ପାଣି ବାହାର କରି କ୍ଷେତରେ ଜଳସେଚନ କରୁଛି
							
অন্য ভাষালৈ অনুবাদ :
सिंचाई के लिए कुएँ से पानी निकालने का एक प्रकार का डोल।
किसान कूँड़ द्वारा पानी निकाल कर खेत की सिंचाई कर रहा है।অর্থ : ମାଟିରେ ତିଆରି ଏକ ପ୍ରକାରର ବାସନ
							উদাহরণ : 
							କୁଣ୍ଡରେ ପାଣି ଗରମ କରାଯାଏ
							
অন্য ভাষালৈ অনুবাদ :
অর্থ : ତରଳ ପଦାର୍ଥ ବା ଗ୍ୟାସ୍ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ
							উদাহরণ : 
							ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ
							
সমার্থক : ଟାଙ୍କି
অন্য ভাষালৈ অনুবাদ :
অর্থ : ଛୋଟ ନନ୍ଦିଆ
							উদাহরণ : 
							ଶୀଲା ବାଛୁରୀକୁ କୁଣ୍ଡରେ ପାଣି ପେଉଛି
							
অন্য ভাষালৈ অনুবাদ :