অর্থ : କଳା ହେବାର ଅବସ୍ଥା
							উদাহরণ : 
							ଆଜିକାଲି ଚେହେରାର କାଳିମା ଦୂର କରିବା ନାଁରେ ବଜାରରେ ବିଭିନ୍ନ ପ୍ରକାରର କ୍ରୀମ୍ ମିଳୁଛି
							
সমার্থক : କଳାପଣ
অন্য ভাষালৈ অনুবাদ :
অর্থ : କାହା ଉପରେ ଲଗାଯାଇଥିବା ଦୋଷ
							উদাহরণ : 
							ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍ ନୁହେଁ
							
সমার্থক : ଅପବାଦ, ଅପଯଶ, କଳଙ୍କ, ଦୋଷ, ଲାଞ୍ଛନ
অন্য ভাষালৈ অনুবাদ :
A false accusation of an offense or a malicious misrepresentation of someone's words or actions.
calumniation, calumny, defamation, hatchet job, obloquy, traducementঅর্থ : ଧୂଆଁ ଜମିଯିବା କାରଣରୁ କଳା ପଡ଼ିଯାଇଥିବା ଅଂଶ
							উদাহরণ : 
							କାନ୍ଥ ଉପରେ ଲାଗିଥିବା କଳାକୁ ସଫା କରିଦିଅ
							
অন্য ভাষালৈ অনুবাদ :
A black colloidal substance consisting wholly or principally of amorphous carbon and used to make pigments and ink.
carbon black, crock, lampblack, smut, soot