অর্থ : ଭୟଆଦି କାରଣରୁ କିଂକର୍ତ୍ତବ୍ୟବିମୂଢ଼ ହେବା
							উদাহরণ : 
							ଶିକ୍ଷକ ଶ୍ରେଣୀରେ ପ୍ରବେଶ କରିବା ମାତ୍ରେହିଁ ଦୁଷ୍ଟ ମନୋଜ ଶଙ୍କିଗଲା
							
সমার্থক : ଘାବରେଇଯିବା, ଚକିତହେବା, ଶଙ୍କିଯିବା
অন্য ভাষালৈ অনুবাদ :
Be overcome by a sudden fear.
The students panicked when told that final exams were less than a week away.