অর্থ : କୌଣସି କାମ କରିବାପାଇଁ ଯାହାଙ୍କୁ ସବୁ ପ୍ରକାର ଅଧିକାର ମିଳିଛି
							উদাহরণ : 
							ସେଠ୍ ମୋହନଦାସ ଏହି ଅନୁଷ୍ଠାନର କର୍ତ୍ତା ଅଛନ୍ତି,କାରଣ ତାଙ୍କ ତଦାରଖରେ ହିଁ ଏହି କାର୍ଯ୍ୟ ହେଉଛି
							
অন্য ভাষালৈ অনুবাদ :
जिसे किसी कार्य में सब प्रकार के अधिकार प्राप्त हों।
इस अनुष्ठान के कर्ताधर्ता सेठ मोहनदासजी हैं,क्योंकि उन्हीं की देख रेख में यह कार्य हो रहा है।অর্থ : ଯେଉଁ ବ୍ୟକ୍ତି କାମ କରନ୍ତି
							উদাহরণ : 
							ସେ ଏହି କାର୍ଯ୍ୟର କର୍ତ୍ତା ଥିଲେ
							
অন্য ভাষালৈ অনুবাদ :
অর্থ : ବ୍ୟାକରଣରେ ଯେଉଁ କାରକ କ୍ରିୟାକୁ କାର୍ଯ୍ୟ କରାଏ
							উদাহরণ : 
							କର୍ତ୍ତାର ବିଭକ୍ତି ନେ ରାମ ଭୋଜନ କଲାରେ ରାମ କର୍ତ୍ତା
							
সমার্থক : କର୍ତ୍ତା କାରକ
অন্য ভাষালৈ অনুবাদ :
व्याकरण में वह कारक जो क्रिया को करता है।
कर्त्ता की विभक्ति ने है।The category of nouns serving as the grammatical subject of a verb.
nominative, nominative case, subject caseঅর্থ : ରଚିବା ବା ତିଆରି କରିବା ଲୋକ
							উদাহরণ : 
							ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବ୍ରହ୍ମା ଏହି ସଂସାରର ସୃଷ୍ଟିକର୍ତ୍ତା
							
সমার্থক : ରଚୟିତା, ସୃଜନକର୍ତ୍ତା, ସୃଷ୍ଟିକର୍ତ୍ତା, ସ୍ରଷ୍ଟା
অন্য ভাষালৈ অনুবাদ :