অর্থ : କୌଣସି ଜାତି, ବର୍ଗ, ପଦ ଇତ୍ୟାଦିପାଇଁ ନିଶ୍ଚିତ କରାଯାଉଥିବା କାମ କିମ୍ବା ବ୍ୟବହାର
							উদাহরণ : 
							ପ୍ରଜାର ରକ୍ଷା କରିବା ରାଜାର ବାସ୍ତବିକ ଧର୍ମ
							
সমার্থক : ଧର୍ମ
অন্য ভাষালৈ অনুবাদ :
অর্থ : (ଇସଲାମ) ଯେଉଁ କର୍ମ ବିଧିପୂର୍ବକ ବା ଧର୍ମ ଅନୁସାରେ ହୁଏ
							উদাহরণ : 
							ଜେହାଦରେ ଭାଗ ନେବା ଆପଣଙ୍କ କର୍ତ୍ତବ୍ୟ
							
অন্য ভাষালৈ অনুবাদ :
অর্থ : ଧର୍ମ ରୂପରେ ଗ୍ରହଣ କରାଯାଉଥିବା କୌଣସି କାମ ଯାହାକୁ ପୂରା କରିବା ନିଜପାଇଁ ପରମ ଆବଶ୍ୟକ
							উদাহরণ : 
							ଦେଶ ସେବା କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ
							
সমার্থক : ଦାୟୀତ୍ୱ
অন্য ভাষালৈ অনুবাদ :
The social force that binds you to the courses of action demanded by that force.
We must instill a sense of duty in our children.