অর্থ : କଠିନ ହେବାର ଅବସ୍ଥା ବା ଭାବ
							উদাহরণ : 
							ଜୀବନ ମାର୍ଗରେ କଠିନତା ଆସିଲେବି ଯେ ଭୟଭୀତ ହୁଏ ନାହିଁ ସେ ବାହାଦୁର ବୋଲି ବିବେଚିତ ହୁଏ
							
অন্য ভাষালৈ অনুবাদ :
The quality of being difficult.
They agreed about the difficulty of the climb.অর্থ : କଠୋର ହେବାର ଅବସ୍ଥା ବା ଭାବ
							উদাহরণ : 
							ଶୁଖିଲା ମାଟିର କଠିନତା ଦୂର କରିବାପାଇଁ ସେଥିରେ ପାଣି ଢାଳ
							
অন্য ভাষালৈ অনুবাদ :