অর্থ : ଯେ ଯାଦୁଖେଳ କରେ
							উদাহরণ : 
							ଯାଦୁକର ରୁମାଲକୁ ଫୁଲରେ ପରିଣତ କରିଦେଲା
							
অন্য ভাষালৈ অনুবাদ :
Someone who performs magic tricks to amuse an audience.
conjurer, conjuror, illusionist, magician, prestidigitatorঅর্থ : ଇନ୍ଦ୍ରଜାଲ ତିଆରି କରୁଥିବା ଲୋକ
							উদাহরণ : 
							ଇନ୍ଦ୍ରଜାଲିକଙ୍କ ଘର କେଉଁଠି?
							
সমার্থক : ଇନ୍ଦ୍ରଜାଲିକ, କୁହୁକିଆ, ବାଜିକର
অন্য ভাষালৈ অনুবাদ :
One who was versed in the practice of alchemy and who sought an elixir of life and a panacea and an alkahest and the philosopher's stone.
alchemistঅর্থ : ଖେଳ-ତାମସାଆଦି ଭଳି ବିଭିନ୍ନ ପ୍ରକାରର କସରତ କରିବା, ଦଉଡି ଉପରେ ଚାଲିବାଆଦିର ପ୍ରଦର୍ଶନ କରି ମନୋରଞ୍ଜନ କରାଉଥିବା ବ୍ୟକ୍ତି
							উদাহরণ : 
							ଆଜି ଆମେ ଯାଦୁକରର ଖେଳ ଦେଖିବାକୁ ଯିବା
							
অন্য ভাষালৈ অনুবাদ :
অর্থ : ଇନ୍ଦ୍ରଜାଲର ବା ଇନ୍ଦଜାଲ ସହ ସମ୍ବନ୍ଧିତ
							উদাহরণ : 
							ଏହି ବହିରେ ଐନ୍ଦ୍ରଜାଲିକ କାର୍ଯ୍ୟ ସମ୍ପର୍କରେ ବିସ୍ତୀର୍ଣ୍ଣ ବର୍ଣ୍ଣନା କରାଯାଇଛି
							
সমার্থক : କୁହୁକିଆ, ମାୟାବୀ, ଯାଦୁବିଦ୍ୟା ସଂପୃକ୍ତ
অন্য ভাষালৈ অনুবাদ :
इंद्रजाल का या इंद्रजाल से संबंधित।
इस पुस्तक में ऐंद्रजालिक कार्यों के बारे में विस्तार से दिया गया है।