অর্থ : ଏଇ ଭଳିଆ
							উদাহরণ : 
							ମୋ ପଖରେ ମଧ୍ୟ ଏପରି ବଟୁଆ ଅଛି
							
সমার্থক : ଏକାପରି, ଏପରି, ଏହିପରି
অন্য ভাষালৈ অনুবাদ :
इसी तरह का ही।
मेरे पास भी ऐसा ही बटुआ है।অর্থ : ଏହି ପ୍ରକାର
							উদাহরণ : 
							ଏଭଳି ବଟୁଆ ମୋ ପାଖରେ ବି ଅଛି
							
সমার্থক : ଇଦୃଶ, ଏତାଦୃଶ, ଏହି ପ୍ରକାର
অন্য ভাষালৈ অনুবাদ :
অর্থ : ଏହି ପ୍ରକାରରେ
							উদাহরণ : 
							ଏମିତି କାମ କଲେ କେବେ ବି କାମ ସରିବ ନାହିଁ
							
সমার্থক : ଏଇ ଢଙ୍ଗରେ, ଏମିତି, ଏହି ପ୍ରକାରେ
অন্য ভাষালৈ অনুবাদ :