অর্থ : କପଟ ବା ଆବରଣ ହଟାଇବା
							উদাহরণ : 
							ଚଞ୍ଚଳା କଚେରୀରେ ତା ଶଶୁରଘର ଲୋକଙ୍କୁ ସମସ୍ତଙ୍କ ଆଗରେ ଉଲଗ୍ନ କଲା
							
সমার্থক : ନଗ୍ନ କରିବା
অন্য ভাষালৈ অনুবাদ :
অর্থ : ସବୁକିଛି ଛଡ଼ାଇନେବା
							উদাহরণ : 
							ଲୁଣ୍ଠନକାରୀମାନେ ପଥିକକୁ ଲଙ୍ଗଳା କଲେ
							
সমার্থক : ଲଙ୍ଗଳା କରିବା
অন্য ভাষালৈ অনুবাদ :