অর্থ : ଦୁଃଖ, ବେଦନାଆଦି ସମୟରେ ଚିତ୍କାରକରି କାନ୍ଦିବାର କ୍ରିୟା
							উদাহরণ : 
							ମୁଁ ତାର ଆର୍ତ୍ତନାଦ ଶୁଣି କିଛି ଅଘଟଣର ଆଶଂକାରେ କମ୍ପି ଉଠିଲି
							
অন্য ভাষালৈ অনুবাদ :
অর্থ : ମୁଁହରୁ ବାହାରୁ ଥିବା ବ୍ୟଥା ସୂଚକ ଶବ୍ଦ
							উদাহরণ : 
							ବୁଢ଼ାର ଆର୍ତ୍ତନାଦ ଶୁଣି ମୋର ହୃଦୟ ତରଳି ଗଲା
							
সমার্থক : ଆର୍ତ୍ତସ୍ୱର
অন্য ভাষালৈ অনুবাদ :