অর্থ : ଗାଈ-ମଇଁଷି ପାଳିବା ଓ ଦୁଧ ବିକିବା ଯେଉଁ ଜାତିର କାମ
							উদাহরণ : 
							ଔଦ୍ୟୋଗିକୀକରଣ କାରଣରୁ ଗୋପାଳ ଜାତି ନିଜ ପେଶାରୁ ଦୂରେଇ ଯାଉଛନ୍ତି
							
অন্য ভাষালৈ অনুবাদ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiঅর্থ : ଯେଉଁ ଛନ୍ଦର ପ୍ରତ୍ୟେକ ଚରଣରେ ଏଗାର ମାତ୍ରା ଏବଂ ଶେଷରେ ଜଗଣ ଥାଏ
							উদাহরণ : 
							ଏହି ପଦ ଆଭୀର ଛନ୍ଦର ଉଦାହରଣ
							
সমার্থক : ଆଭୀର ଛନ୍ଦ
অন্য ভাষালৈ অনুবাদ :
অর্থ : ଯେଉଁ ପ୍ରାଚୀନ ଜନପଦରେ ଗୋପ ଜାତିର ଲୋକେ ରହୁଥିଲେ
							উদাহরণ : 
							ଆଭୀର ଲୋକେ ସୁଖୀ ଏବଂ ସମ୍ପନ୍ନ ଥିଲେ
							
সমার্থক : ଆଭୀର ଜନପଦ
অন্য ভাষালৈ অনুবাদ :
A region marked off for administrative or other purposes.
district, dominion, territorial dominion, territoryঅর্থ : ଏକ ଯାଯାବର ଜନଜାତି
							উদাহরণ : 
							ଆଭୀର ଜନଜାତି ଉତ୍ତର-ପଶ୍ଚିମ ଭାରତରେ ଦେଖାଯାନ୍ତି
							
সমার্থক : ଆଭୀର ଜନଜାତି
অন্য ভাষালৈ অনুবাদ :