সদস্য হ’ব
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଗର୍ବରେ ବହୁତ ବଢ଼ିକରି କୁହାଯାଉଥିବା କଥା
উদাহরণ : ସେ ଦିନସାରା ନିଜର ବଡ଼ାଇ ଗପୁଥାଏ
সমার্থক : ଅହଂକାର, ଅହଙ୍କାର କଥା, ଗର୍ବ, ବଡ଼ାଇ, ବଡ଼ିମା, ବଡ଼େଇ
অন্য ভাষালৈ অনুবাদ :हिन्दी English
शेखी से बहुत बढ़कर कही जाने वाली बात।
Speaking of yourself in superlatives.
অর্থ : ନିଜର ପ୍ରଶଂସା ନିଜେ କରିବାର କ୍ରିୟା
উদাহরণ : ବିଦ୍ୱାନ ଲୋକମାନେ ଆତ୍ମପ୍ରଶଂସା କରନ୍ତି ନାହିଁ
সমার্থক : ଆତ୍ମପ୍ରଶଂସା, ଆତ୍ମସ୍ତୁତି, ଆସ୍ଫାଳନ
अपनी प्रशंसा स्वयं करने की क्रिया।
ইনস্টল