অর্থ : ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ
							উদাহরণ : 
							ଆମେ ଦିପାବଳୀ ଦିନ ବାଣ ଫୁଟାଉ
							
অন্য ভাষালৈ অনুবাদ :
Firework consisting of a small explosive charge and fuse in a heavy paper casing.
banger, cracker, firecracker