অর্থ : ଯିଏ ଏହା ନ ବୁଝିପାରେ ଯେ ବର୍ତ୍ତମାନ କଣ କରିବା ଆବଶ୍ୟକ
							উদাহরণ : 
							ଆଚମ୍ବିତ ଚପରାସୀ ଅଧିକାରୀଙ୍କୁ ଦେଖି ଆହୁରି ଡରିଗଲା
							
সমার্থক : କାବା, କିଂକର୍ତ୍ତବ୍ୟ ବିମୂଢ଼, ହତବୁଦ୍ଧି
অর্থ : ଯେ ଆଶ୍ଚର୍ୟ ହୋଇଯାଇଛି
							উদাহরণ : 
							ତା କାମ ଦେଖିକରି ଆମେ ସବୁ ଆଚମ୍ବିତ ହୋଇଗଲୁ
							
সমার্থক : ଆଶ୍ଚର୍ୟଚକିତ, ଆଶ୍ଚର୍ୟାନ୍ୱିତ, ଚମତକୃତ
অন্য ভাষালৈ অনুবাদ :
Filled with the emotional impact of overwhelming surprise or shock.
An amazed audience gave the magician a standing ovation.