অর্থ : ବ୍ୟତିବ୍ୟସ୍ତ ହୋଇ ଏପଟସେପଟ ହେବା କ୍ରିୟା
							উদাহরণ : 
							କିଛି ସମୟ ପରେ ମାଆ କୋଳରେ ଶୋଇଥିବା ପିଲାଟି ଏପଟ ସେପଟ ହେଲା
							
সমার্থক : ଏପଟ ସେପଟ ହେବା, ବ୍ୟତିବ୍ୟସ୍ତ ହେବା, ହଲଚଲହେବା
অন্য ভাষালৈ অনুবাদ :
অর্থ : ମନ ଚଞ୍ଚଳ ହେବା
							উদাহরণ : 
							ରାଧାର ସୌନ୍ଦର୍ଯ୍ୟ ଦେଖି ମୋହନର ମନ ଅଥୟ ହେଲା
							
সমার্থক : ଅଥୟ ହେବା, ଆନ୍ଦୋଳିତ ହେବା, ବିଚଳିତ ହେବା
অন্য ভাষালৈ অনুবাদ :