অর্থ : ଯେଉଁ ଭୂମି ସମତଳ ନୁହେଁ
							উদাহরণ : 
							ଅସମତଳ ଭୂମିକୁ ଚାଷ କରିବା କଷ୍ଟକର
							
সমার্থক : ଆବୁଡ଼ା ଖାବୁଡ଼ା
অন্য ভাষালৈ অনুবাদ :
অর্থ : ଯାହାର ଉପର ତଳ ସ୍ଥାନେସ୍ଥାନେ ଉଚ୍ଚାନୀଚା
							উদাহরণ : 
							ବଢ଼େଇ ଅସମତଳ ପଟାକୁ ରନ୍ଦା ମାରି ଚିକ୍କଣ କରୁଛି
							
সমার্থক : ଅଙ୍କାବଙ୍କା, ଖାଲଢ଼ିପ
অন্য ভাষালৈ অনুবাদ :