অর্থ : ମେଳ ବା ଦଳଆଦିରୁ ଅଲଗା ହେବା
							উদাহরণ : 
							ସେ କଂଗ୍ରେସରୁ ବାହାରି ଗଲା
							
সমার্থক : ଦୂରେଇଯିବା, ପୃଥକ ହେବା, ବାହାରିଯିବା, ହଟିଯିବା
অন্য ভাষালৈ অনুবাদ :
Remove oneself from an association with or participation in.
She wants to leave.অর্থ : ବାହାର କରିଦେବା
							উদাহরণ : 
							ଏହି କମ୍ପାନୀର ପଚାଶ କର୍ମଚାରୀ ଛଟେଇ ହୋଇଗଲେ
							
সমার্থক : ଛଟେଇହେବା, ବାହାର ହେବା
অন্য ভাষালৈ অনুবাদ :
Remove from a position or an office.
remove