অর্থ : ଯାହାଙ୍କ ଉପରେ କେହି ଅଭିଯୋଗ ବା ମକଦ୍ଦମା କରିଛି
							উদাহরণ : 
							ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଗଲା
							
অন্য ভাষালৈ অনুবাদ :
A defendant in a criminal proceeding.
accusedঅর্থ : ନ୍ୟାୟାଳୟରେ ଯାହାକୁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଛି
							উদাহরণ : 
							ଦୋଷୀ ଦଣ୍ଡ କମ୍ ପାଇବାପାଇଁ ପ୍ରାର୍ଥନା କରିଆସୁଛି କିନ୍ତୁ ନ୍ୟାୟାଧୀଶ ତାର କୌଣସି କଥା ଶୁଣିଲେ ନାହିଁ
							
সমার্থক : ଦୋଷୀ
অন্য ভাষালৈ অনুবাদ :
न्यायालय में जिसका दोषी होना सिद्ध हो गया हो।
सजायाफता व्यक्ति सजा कम करने की याचना करता रहा पर न्यायाधीश ने उसकी एक न सुनी।অর্থ : ଅଭିଯୋଗ କରିବା ଯୋଗ୍ୟ ବା ଯାହା ଉପରେ ଅଭିଯୋଗ କରାଯାଇପାରେ
							উদাহরণ : 
							ଏହା ଅଭିଯୁକ୍ତ କାର୍ଯ୍ୟ
							
অন্য ভাষালৈ অনুবাদ :