অর্থ : କୌଣସି ବିଷୟ ଉପରେ ଆଧାରିତ ନିଜସ୍ୱ ବିଚାର ବା ସମ୍ମତି
							উদাহরণ : 
							ସମସ୍ତଙ୍କ ମତରେ ଏହି କାମ ଠିକ୍ ହେଉଛି
							
অন্য ভাষালৈ অনুবাদ :
A personal belief or judgment that is not founded on proof or certainty.
My opinion differs from yours.অর্থ : କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା
							উদাহরণ : 
							ଏହି ବିଷୟ ଉପରେ ଆପଣ ବି ଆପଣଙ୍କ ଅଭିମତ ଦିଅନ୍ତୁ
							
সমার্থক : ପରାମର୍ଶ, ମତ, ମତାମତ, ମନ୍ତବ୍ୟ, ସମ୍ମତି ଅସମ୍ମତି
অন্য ভাষালৈ অনুবাদ :
A proposal offered for acceptance or rejection.
It was a suggestion we couldn't refuse.