অর্থ : କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
							উদাহরণ : 
							ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି
							
সমার্থক : ଛୁଟି
অন্য ভাষালৈ অনুবাদ :
অর্থ : ଆରାମର ସମୟ
							উদাহরণ : 
							ଆପଣ ମୋ ସହିତ ଫୁରସତ୍ ବେଳେ ମିଶନ୍ତୁ
							
সমার্থক : କାର୍ଯ୍ୟାବକାଶ, ଫୁରସତ୍, ବିରାମ ସମୟ, ବିଶ୍ରାମ ସମୟ
অন্য ভাষালৈ অনুবাদ :
অর্থ : କୌଣସି ବିଶିଷ୍ଟ ସମୟ
							উদাহরণ : 
							ଏଠାରେ ପ୍ରତିବର୍ଷ ବିଜୟାଦଶମୀ ଅବସରରେ ରାମ ଲୀଳାର ଆୟୋଜନ କରାଯାଏ
							
সমার্থক : ଅବସର
অন্য ভাষালৈ অনুবাদ :
অর্থ : ଗୋଟିଏ ପ୍ରକାରର ଛନ୍ଦ
							উদাহরণ : 
							ଅବକାଶର ଏକ ଉତ୍ତମ ଉଦାହରଣ ହେଉଛି ଏହି କାବ୍ୟ ରଚନା
							
সমার্থক : ଅବକାଶ ଛନ୍ଦ
অন্য ভাষালৈ অনুবাদ :
অর্থ : ଫାଲୁତ ଅବା ଅତିରିକ୍ତ ସମୟ
							উদাহরণ : 
							କେଉଁଠାକୁ ଯିବା-ଆସିବା ପାଇଁ ମୋ ପାଖରେ ଅବକାଶ କାଇଁ
							
সমার্থক : ଅତିରିକ୍ତ ସମୟ, ଫାଲୁତ ସମୟ, ବଳକା ସମୟ
অন্য ভাষালৈ অনুবাদ :