অর্থ : କାହା ସହିତ ଜଣାଶୁଣା ନହେବା ଅବସ୍ଥା
							উদাহরণ : 
							ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି
							
অন্য ভাষালৈ অনুবাদ :
অর্থ : ଯେଉଁ ବ୍ୟକ୍ତି ପରିଚିତ ନୁହେଁ
							উদাহরণ : 
							ଆମେ ଅପରିଚିତଙ୍କ ସହିତ ବି ଭଲ ବ୍ୟବହାର କରିବା ଉଚିତ
							
সমার্থক : ଅଜଣା
অন্য ভাষালৈ অনুবাদ :
অর্থ : ଯାହା ଜ୍ଞାତ ବା ଜଣା ନୁହେଁ
							উদাহরণ : 
							ଏହା ମୋ ପାଇଁ ଅଜ୍ଞାତ ବିଷୟ  ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
							
অন্য ভাষালৈ অনুবাদ :
অর্থ : ଯିଏ ପରିଚିତ ନୁହେଁ
							উদাহরণ : 
							ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
							
অন্য ভাষালৈ অনুবাদ :
Unaware because of a lack of relevant information or knowledge.
He was completely ignorant of the circumstances.