অর্থ : ଯେ ପରାଜିତ ହୋଇନାହିଁ ବା ଯାହାଙ୍କୁ ହରାଇ ଦିଆଯାଇନାହିଁ
							উদাহরণ : 
							ଏହି ଖେଳରେ ଦୁଇଟି ଯାକ ଦଳ ଅପରାଜିତ ଅଛନ୍ତି ଏବଂ ଖେଳ ଅମୀମାଂସିତ ରହିଛି
							
অন্য ভাষালৈ অনুবাদ :
অর্থ : ଯେ ବିତର୍କରେ ନିରୁତ୍ତର ହୁଏ ନାହିଁ, ଏବଂ ଏଥିପାଇଁ ହାରେ ନାହିଁ
							উদাহরণ : 
							ଗାର୍ଗୀ ରାଜା ଜନକଙ୍କ ଦରବାରରେ ଅପରାଜିତ ଯାଜ୍ଞବଳ୍କଙ୍କ ସହ ଶାସ୍ତ୍ରାର୍ଥ କରିଥିଲେ
							
সমার্থক : ଅଜିତ
অন্য ভাষালৈ অনুবাদ :
जो वाद में निरुत्तर न हुआ हो,और इसीलिए हारा न हो।
गार्गी ने राजा जनक के दरबार में अहीनवादी याज्ञवल्क्य से शास्त्रार्थ किया था।