অর্থ : ଦେଖିବାପାଇଁ ବା ପାଇବାପାଇଁ କୌଣସି ବସ୍ତୁର ଅନ୍ୱେଷଣ କରି ତାହା କେମିତି ଓ କେଉଁଠି ଅଛି ତାକୁ ଜାଣିବା
							উদাহরণ : 
							କଲମ୍ବସ୍ ଆମେରିକା ଆବିଷ୍କାର କରିଥିଲେ
							
সমার্থক : ଆବିଷ୍କାର
অন্য ভাষালৈ অনুবাদ :
অর্থ : କୌଣସି ବିଷୟ ସମ୍ବନ୍ଧୀୟ ତଥ୍ୟ ବାବଦରେ ପରୀକ୍ଷଣ କରିବାର କାମ
							উদাহরণ : 
							ତହସିଲଦାର ଗାଁକୁ ତଦନ୍ତ କରିବାପାଇଁ ଆସୁଛନ୍ତି  ଗଭୀର ଅନୁସଂଧାନ ପରେ ଆମେ ଏହି ନିଷ୍ପତ୍ତିରେ ପହଞ୍ଚିଛୁ
							
সমার্থক : ଅନୁସଂଧାନ, ତଥ୍ୟାନ୍ୱେଷଣ, ତଦନ୍ତ
অন্য ভাষালৈ অনুবাদ :
किसी विषय से संबंधित तथ्यों के बारे में छानबीन करने का काम।
तहसीलदार गाँवों की जाँच-पड़ताल करने आ रहे हैं।