অর্থ : ଶିକ୍ଷାପ୍ରାପ୍ତ କରିବାପାଇଁ ଗୁରୁଙ୍କପାଖରେ ବା ସାଙ୍ଗରେ ରହୁଥିବା ଶିଷ୍ୟ ବା ଚେଲା
							উদাহরণ : 
							ପ୍ରାଚୀନକାଳରେ ଅନ୍ତେବାସୀଙ୍କ ପାଇଁହିଁ ଶିକ୍ଷା ସୁଲଭ ଥିଲା
							
অন্য ভাষালৈ অনুবাদ :
A pupil who lives at school during term time.
boarderঅর্থ : ଗାଁ ବାହାରେ ବସବାସ କରୁଥିବା ଗୋଷ୍ଠୀ ବା ସମାଜ
							উদাহরণ : 
							ଅନ୍ତେବାସୀ ବେଳେବେଳେ ଗାଁକୁ ମଧ୍ୟ ଆସନ୍ତି
							
সমার্থক : ଅଂତେବାସୀ
অন্য ভাষালৈ অনুবাদ :
गाँव के बाहर बसने वाला वर्ग या समाज।
अंतावशायी कभी-कभी गाँव भी आ जाते हैं।অর্থ : ଯେ ଗୁରୁକୁଳରେ ରହେ
							উদাহরণ : 
							ଗୁରୁକୁଳବାସୀ ବିଦ୍ୟାର୍ଥୀ  ହୋଇ କୃଷ୍ଣ ଜ୍ଞାନ ଲାଭ କରିଥିଲେ
							
সমার্থক : ଗୁରୁକୁଳବାସୀ
অন্য ভাষালৈ অনুবাদ :
जो गुरुकुल में रहता हो।
कृष्ण ने गुरुकुलवासी विद्यार्थी बनकर ज्ञान प्राप्त किया।