অর্থ : ନିୟମ ଅନୁସାରେ କୌଣସି କାର୍ଯ୍ୟ କରିବାର ପ୍ରକ୍ରିୟା
							উদাহরণ : 
							ଜେଜେମାଙ୍କର ପୂଜାବିଧି କୌଣସି ଅବସ୍ଥାରେ ବି ବନ୍ଦ ହୁଏନାହିଁ
							
অন্য ভাষালৈ অনুবাদ :
অর্থ : ଯେଉଁ କର୍ମ ଧର୍ମ ସହିତ ସମ୍ବନ୍ଧିତ
							উদাহরণ : 
							ମହାତ୍ମାମାନେ ଧର୍ମକର୍ମରେ ଲୀନ ହୋଇଅଛନ୍ତି
							
সমার্থক : ଇଷ୍ଟପୂର୍ତ୍ତି, ଧର୍ମକର୍ମ, ଧାର୍ମିକକାମ, ଧାର୍ମିକକାର୍ଯ୍ୟ, ଧାର୍ମିକକୃତ୍ୟ
অন্য ভাষালৈ অনুবাদ :
ऐसे कर्म जो धर्म से संबंधित हों।
महात्मा लोग धर्म-कर्म में लीन हैं।The prescribed procedure for conducting religious ceremonies.
ritual