অর্থ : ଯିଏ ଅନ୍ୟକୁ ଅନୁକରଣ କରେ
							উদাহরণ : 
							ନେତାଙ୍କର ଅନୁକରଣକାରୀ ସମସ୍ତଙ୍କୁ ପ୍ରଭାବିତ କଲେ
							
সমার্থক : ଅନୁକରଣକର୍ତ୍ତା, ଅନୁକର୍ତ୍ତା, ଅନୁସରଣକାରୀ
অন্য ভাষালৈ অনুবাদ :
वह जो अनुकरण करता हो।
नेता के अनुकर्त्ता ने सबको प्रभावित किया।অর্থ : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
							উদাহরণ : 
							ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
							
সমার্থক : ନକଲକାରୀ
অন্য ভাষালৈ অনুবাদ :
অর্থ : କାହାର ସମାନ ଆଚରଣ କରିବା ବ୍ୟକ୍ତି
							উদাহরণ : 
							ଏଠାରେ ଅନୁକରଣକାରୀ ଲୋକଙ୍କର କେଉଁଠାରେ ଅଭାବ
							
অন্য ভাষালৈ অনুবাদ :
Going or proceeding or coming after in the same direction.
The crowd of following cars made the occasion seem like a parade.অর্থ : ଅନୁକରଣ କରୁଥିବା ବ୍ୟକ୍ତି
							উদাহরণ : 
							ପିଲାମାନେ ବଡ଼ଲୋକଙ୍କ ଅନୁକରଣକାରୀ ହୁଅନ୍ତି
							
সমার্থক : ଅନୁସରଣକାରୀ
অন্য ভাষালৈ অনুবাদ :
अनुकरण करने वाला।
बच्चे बड़ों के अनुकर्त्ता होते हैं।