অর্থ : ମରିବା ଭଳି କଷ୍ଟ କରିବା
							উদাহরণ : 
							ସେ ଦିନ ରାତି ନିଜ ଯେଉଁ ଭାଇର ପାଳନ ପୋଷଣ ପାଇଁ ଅତି କଷ୍ଟ କଲା, ସେହି ଭାଇ ତାଠାରୁ ମୁଁହ ମୋଡ଼ିଦେଲା
							
অন্য ভাষালৈ অনুবাদ :
मरने का सा कष्ट उठाना।
वह दिन-रात अपने जिस भाई के परवरिश के लिए मरती रही, उसी भाई ने उससे मुँह मोड़ लिया।