অর্থ : ଏକ ଅଠାଳିଆ ପଦାର୍ଥ ଯାହାକୁ ବାଣୁଆ ପକ୍ଷୀ ଧରିବାପାଇଁ ତା ପରରେ ଲଗାଇବା ଉଦ୍ଦେଶ୍ୟରେ ତିଆରି କରିଥାଏ
							উদাহরণ : 
							ବାଣୁଆ ଚଢ଼େଇ ଧରିବାପାଇଁ ଅଠା ତିଆରି କରୁଛି
							
সমার্থক : ଲେହି
অন্য ভাষালৈ অনুবাদ :
वह लसदार पदार्थ जो बहेलिए चिड़ियाँ फँसाने के लिए उनके परों में लगाने के उद्देश्य से बनाते हैं।
बहेलिया चिड़िया फँसाने के लिए लासा बना रहा है।অর্থ : ବୃକ୍ଷର ଗଣ୍ଡିରୁ ନିସୃତ ହେଉଥିବା ଅଠାଳିଆ ସ୍ରାବ
							উদাহরণ : 
							କାଗଜ ଆଦି ଯୋଡ଼ିବା କାମରେ ଅଠା ବ୍ୟବହୃତ ହୁଏ
							
অন্য ভাষালৈ অনুবাদ :
Any of various substances (soluble in water) that exude from certain plants. They are gelatinous when moist but harden on drying.
gumঅর্থ : ଆଠଟା ଫୁଲଥିବା ତାସ୍ ପତା
							উদাহরণ : 
							ମୋହନ ଚଉକାକୁ ଅଠାରେ ମାରିଲା
							
অন্য ভাষালৈ অনুবাদ :
অর্থ : ଏକ ଅଠାଳିଆ ତରଳ ପଦାର୍ଥ
							উদাহরণ : 
							ସେ ଅଠାଦ୍ୱାରା ନିଜର ଫଟା ବହିକୁ ଜୋଡ଼ୁଛି
							
অন্য ভাষালৈ অনুবাদ :
Any of various polysaccharides obtained by hydrolysis of starch. A tasteless and odorless gummy substance that is used as a thickening agent and in adhesives and in dietary supplements.
dextrin