অর্থ : ରୋକିବାର ପ୍ରକ୍ରିୟା
							উদাহরণ : 
							ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
							
সমার্থক : ଗତିରୋଧ କରିବା, ବନ୍ଦକରିବା, ରୋକିବା
অন্য ভাষালৈ অনুবাদ :
অর্থ : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
							উদাহরণ : 
							ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
							
সমার্থক : ରୋକିବା
অন্য ভাষালৈ অনুবাদ :
অর্থ : କୌଣସି ବସ୍ତୁକୁ କାହା ଉପରେ ସ୍ଥିର କରି ରଖିବା ଯାହାଦ୍ୱାରା ତାକୁ ସହଜରେ ବାହାର କରାଯାଇ ପାରିବନାହିଁ
							উদাহরণ : 
							ସିପାହିମାନେ ଦଉଡ଼ିର ଫାଶକୁ ଚଟାଣରେ ଅଟକାଇଲେ
							
অন্য ভাষালৈ অনুবাদ :
অর্থ : ଯେପରି କଲେ କୌଣସି କାମ ଅଧା ରହେ
							উদাহরণ : 
							ତହସିଲଦାର ମୋ ଜମି ସମ୍ବନ୍ଧୀୟ କାମଟି ଝୁଲେଇ ରଖିଛନ୍ତି
							
সমার্থক : ଝୁଲେଇ ରଖିବା
অন্য ভাষালৈ অনুবাদ :
অর্থ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
							উদাহরণ : 
							ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
							
অন্য ভাষালৈ অনুবাদ :