সদস্য হ’ব
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ହିନ୍ଦୁମାନଙ୍କର ଚାରିବର୍ଣ୍ଣ ମଧ୍ୟରୁ ଚତୁର୍ଥ ତଥା ଶେଷ ବର୍ଣ୍ଣର ବ୍ୟକ୍ତି
উদাহরণ : ଆଜି ବି ଗାଁର କିଛି ଲୋକ ଶୂଦ୍ରମାନଙ୍କୁ ଛୁଇଁବା ପାପ ବୋଲି ଭାବନ୍ତି
সমার্থক : ଅଚ୍ଛୁତ, ଅନ୍ତେବାସୀ, ଶୂଦ୍ର
অন্য ভাষালৈ অনুবাদ :हिन्दी English
हिन्दुओं के चार वर्णों में से चौथे और अंतिम वर्ण का व्यक्ति।
A member of the lowest or worker Hindu caste.
অর্থ : ଯାହାକୁ ଛୁଇଁବା ଅନୁଚିତ ବା ଯାହା ଛୁଇଁବା ଯୋଗ୍ୟ ନୁହେଁ
উদাহরণ : ଅସ୍ପୃଶ୍ୟଙ୍କ ପ୍ରତି ହେଉଥିବା ଅବିଚାର ଆଜିକାଲି କମିଗଲାଣି
সমার্থক : ଅଛୁତ, ଅସ୍ପୃଶ୍ଯ
वह जिसे छूना नहीं चाहिए या वह जो न छूने योग्य हो।
Belongs to lowest social and ritual class in India.
অর্থ : ଯାହା କାମରେ ଲଗାଯାଇ ନ ପାରେ
উদাহরণ : ତାର ଜୀବନ ଆଧ୍ୟାତ୍ମିକ ବିଷୟରୁ ଅଛୁଆଁ ରହିଲା
जो बरता या काम में न लाया गया हो।
Not having come in contact.
অর্থ : ଯାହା ଛୁଆଁ ଯାଇନାହିଁ
উদাহরণ : ଡବାରେ ରଖାଯାଇଥିବା ମିଠେଇ ଅଛୁଆଁ ମୋ ଜୀବନର କିଛି ଅସ୍ପର୍ଶିତ ପକ୍ଷ ମଧ୍ୟ ଅଛି
সমার্থক : ଅସ୍ପର୍ଶିତ
ইনস্টল