অর্থ : ହାତ ବା ଗୋଡ଼ର ଆଗକୁ ବାହାରିଥିବା ଅବୟବ ଯାହା ସାଧାରାଣତଃ ପାଞ୍ଚ ହୋଇଥାଏ
							উদাহরণ : 
							ତାର ଡାହାଣ ହାତରେ ଛଅଟି ଆଙ୍ଗୁଳି ଅଛି
							
অন্য ভাষালৈ অনুবাদ :
অর্থ : ହାତ ଅଙ୍ଗୁଳିର ଗୋଟିଏ ଶିରାରୁ ଅନ୍ୟଶିରା ପର୍ଯ୍ୟନ୍ତ ଦୂରତା
							উদাহরণ : 
							ଲେଖିବା ସମୟରେ ଦୁଇଟି ଶବ୍ଦ ମଧ୍ୟରେ ଏକ ଆଙ୍ଗୁଳ ଦୂରତା ରହିବା ଦରକାର
							
সমার্থক : ଆଙ୍ଗୁଳ
অন্য ভাষালৈ অনুবাদ :
The length of breadth of a finger used as a linear measure.
digit, finger, finger's breadth, fingerbreadthঅর্থ : ଆଙ୍ଗୁଳିର ଚଉଡ଼ାସହ ସମାନ ଏକ ମାପ
							উদাহরণ : 
							ରାମର ଆକାର ବର୍ଷକ ମଧ୍ୟରେ ଚାରି ଆଙ୍ଗୁଳ ବଢ଼ିଯାଇଛି
							
সমার্থক : ଅଙ୍ଗୁଳ, ଆଙ୍ଗୁଳ, ଆଙ୍ଗୁଳି
অন্য ভাষালৈ অনুবাদ :
The length of breadth of a finger used as a linear measure.
digit, finger, finger's breadth, fingerbreadth