অর্থ : ଶବ୍ଦର ଯେଉଁ ଅଂଶଟି ଶ୍ୱାସର ଗୋଟିଏ ସ୍ପନ୍ଦନରେ ଉଚ୍ଚାରିତ ହୁଏ
							উদাহরণ : 
							ରାମ ଶବ୍ଦରେ ଦୁଇଟି ଅକ୍ଷର ରହିଛି
							
অন্য ভাষালৈ অনুবাদ :
অর্থ : ବର୍ଣ୍ଣମାଳାର କୌଣସି ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣ
							উদাহরণ : 
							ପାଠପଢ଼ା ଅକ୍ଷର ଜ୍ଞାନରୁ ଆରମ୍ଭ ହୋଇଥାଏ
							
সমার্থক : ବର୍ଣ୍ଣ
অন্য ভাষালৈ অনুবাদ :
The conventional characters of the alphabet used to represent speech.
His grandmother taught him his letters.