অর্থ : କାମ କରିବାରେ ଯୋଗ୍ୟ ନ ରହିବାର ଅବସ୍ଥା
							উদাহরণ : 
							ତାର ଅକର୍ମଣ୍ୟତା ଘରେ ସମସ୍ତଙ୍କୁ ନିରାଶ କରିଛି
							
সমার্থক : ଅପାରଗତା
অন্য ভাষালৈ অনুবাদ :
Inactivity resulting from lethargy and lack of vigor or energy.
listlessness, torpidity, torpidness, torporঅর্থ : ଅକର୍ମଣ୍ୟ ହେବାର ଅବସ୍ଥା ବା ଭାବ
							উদাহরণ : 
							ଅକର୍ମଣ୍ୟତା ହେତୁ ସେ ଦୌଡ଼ିପାରିବ ନାହିଁ
							
সমার্থক : ପଙ୍ଗୁତା
অন্য ভাষালৈ অনুবাদ :
অর্থ : କାମ ନ କରିବାର ଅବସ୍ଥା
							উদাহরণ : 
							ଅକର୍ମଣ୍ୟତା ମଣିଷକୁ ପଙ୍ଗୁ କରିଦିଏ
							
অন্য ভাষালৈ অনুবাদ :
अकर्मण्य होने की अवस्था।
अकर्मण्यता मनुष्य को पंगु बनाती है।